ଅର୍ଥ : ନିଜ ଦେଶ ପ୍ରତି ରହିବା ଶ୍ରଦ୍ଧା ବା ଆଦର ଭାବ
ଉଦାହରଣ :
ଭଗତସିଂ ତାଙ୍କର ଦେଶଭକ୍ତି ପାଇଁ ସର୍ବଦା ସ୍ମରଣୀୟ ହୋଇ ରହିବେ
ସମକକ୍ଷ : ଦେଶାନୁରାଗ, ରାଷ୍ଟ୍ରଭକ୍ତି
ଅନ୍ୟ ଭାଷାରେ ଅନୁବାଦ :
देश के प्रति होने वाली श्रद्धा या आदर भाव।
भगत सिंह अपनी देशभक्ति के लिए सदा जगविख्यात रहेंगे।Love of country and willingness to sacrifice for it.
They rode the same wave of popular patriotism.