ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦୁନିଆଁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦୁନିଆଁ   ବିଶେଷ୍ୟ

ଅର୍ଥ : ସଂସାର ବା ଭୂମଣ୍ଡଳର ଯେଉଁ ଭାଗଟି ପୃଥକ୍ ରୂପେ ବିବେଚନା କରାଯାଏ

ଉଦାହରଣ : କୀଟପତଙ୍ଗଙ୍କର ଅଲଗା ସଂସାର ବନସ୍ପତି ଜଗତରେ ଅନେକ ବିବିଧତା ଭରି ରହିଛି

ସମକକ୍ଷ : ଜଗତ, ସଂସାର


ଅନ୍ୟ ଭାଷାରେ ଅନୁବାଦ :

संसार या भूमंडल का वह भाग जो विशेषकर अलग समझा जाता है।

स्त्रियों का संसार पहले चूल्हे और चौके तक ही सीमित था।
जग, जगत, जगत्, जहाँ, जहां, जहान, दुनिया, दुनियाँ, वर्ल्ड, विश्व, संसार

A part of the earth that can be considered separately.

The outdoor world.
The world of insects.
world

ଅର୍ଥ : ଆମେ ପ୍ରାଣୀମାନେ ରହୁଥିବା ଜଗତ

ଉଦାହରଣ : ସଂସାରରେ ଯେ ବି ଜନ୍ମ ହୁଏ, ତାକୁ ମରିବାକୁ ହୁଏ

ସମକକ୍ଷ : ଅଧିଲୋକ, ଇହଲୋକ, ଜଗତ, ଜୀବଲୋକ, ଦୁନିଆ, ପୃଥିବୀଲୋକ, ପୃଥ୍ୱୀଲୋକ, ବିଶ୍ୱ, ଭୁବନ, ଭୂଲୋକ, ମନୁଷ୍ୟଲୋକ, ମରଲୋକ, ମର୍ତ୍ତ୍ୟଲୋକ, ମୃତ୍ୟୁଲୋକ, ସଂସାର, ସୃଷ୍ଟି


ଅନ୍ୟ ଭାଷାରେ ଅନୁବାଦ :

ଅର୍ଥ : କାହାରି ଯେଉଁ ସମସ୍ତ ଅଭିଜ୍ଞତା ତାଙ୍କୁ ବସ୍ତୁଗୁଡ଼ିକ କିପରି ଦିଶେ ବା ପ୍ରତୀତ ହୁଏ ତାହା ନିର୍ଦ୍ଧାରଣ କରେ

ଉଦାହରଣ : ଆମେ ଏକ ଅଲଗା ସଂସାରରେ ରହୁଛୁ

ସମକକ୍ଷ : ଜଗତ, ସଂସାର


ଅନ୍ୟ ଭାଷାରେ ଅନୁବାଦ :

* किसी के वे सभी अनुभव जो यह निर्धारित करते हैं कि उसको वस्तुएँ कैसी दिखाई देती हैं या प्रतीत होती हैं।

हम एक अलग संसार में रहते हैं।
जगत, दुनिया, दुनियाँ, संसार

All of your experiences that determine how things appear to you.

His world was shattered.
We live in different worlds.
For them demons were as much a part of reality as trees were.
reality, world

ଅର୍ଥ : କୌଣସି ବ୍ୟକ୍ତିଙ୍କର ସେହି ଅନୁଭୂତିଗୁଡ଼ିକ ଯାହା ବସ୍ତୁଗୁଡ଼ିକର ସ୍ୱରୂପ ନିର୍ଦ୍ଧାରଣ କରେ

ଉଦାହରଣ : ସେ ତା ନିଜ ଦୁନିଆଁରେ ମଗ୍ନ ରହିଥାଏ ପ୍ରତ୍ୟେକ ବ୍ୟକ୍ତିର ଆପଣା ଦୁନିଆଁ ଥାଏ

ସମକକ୍ଷ : ଜଗତ, ସଂସାର


ଅନ୍ୟ ଭାଷାରେ ଅନୁବାଦ :

किसी की वे सब अनुभूतियाँ जो वस्तुओं के स्वरूप का निर्धारण करती हैं।

वह अपनी ही दुनिया में खोया रहता है।
हर एक की अपनी दुनिया होती है।
दुनिया

All of your experiences that determine how things appear to you.

His world was shattered.
We live in different worlds.
For them demons were as much a part of reality as trees were.
reality, world