ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଦୁଧ ପିଆଇବା କାମ
ଉଦାହରଣ : ମା ଦୁଧ ପିଆଇବା ପରେ ଛୁଆକୁ ଶୁଆଇଦେଲେ
ଅନ୍ୟ ଭାଷାରେ ଅନୁବାଦ :हिन्दी
दूध पिलाने का काम।
ଅର୍ଥ : ଯେ ଏବେ ବି ମାଆର ଦୁଧ ପିଉଛି
ଉଦାହରଣ : ଦୁଧପିଆ ଛୁଆକୁ ଛାଡ଼ି ମାଆ କାମକୁ ଯାଏ
ସମକକ୍ଷ : ଦୁଧମୁହାଁ
जो अभी तक माता का दूध पीता हो।
ସଂସ୍ଥାପନ କରନ୍ତୁ