ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦାଢ଼ିଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦାଢ଼ିଆ   ବିଶେଷ୍ୟ

ଅର୍ଥ : ବଡ଼ ବଡ଼ ଦାଢ଼ି ରଖିଥିବା ବ୍ୟକ୍ତି

ଉଦାହରଣ : ଦେଖୁ ଦେଖୁ ସେଠାରେ କେତେଜଣ ଦାଢ଼ିଆ ଏକାଠି ହୋଇଗଲେ

ସମକକ୍ଷ : ଦାଢ଼ିବାଲା


ଅନ୍ୟ ଭାଷାରେ ଅନୁବାଦ :

दाढ़ी रखनेवाला व्यक्ति।

देखते ही देखते वहाँ कई दढ़ियल एकत्र हो गए।
दढ़ियल, दाढ़ीवाला

ଦାଢ଼ିଆ   ବିଶେଷଣ

ଅର୍ଥ : ବଡ ବଡ ଦାଢ଼ି ରଖିବା ବ୍ୟକ୍ତି

ଉଦାହରଣ : ପିଲାଟି ଦାଢ଼ିଆ ବ୍ୟକ୍ତିର ଦାଢ଼ି ଟାଣୁଥିଲା୤


ଅନ୍ୟ ଭାଷାରେ ଅନୁବାଦ :

दाढ़ी रखनेवाला।

बच्चा दढ़ियल व्यक्ति की दाढ़ी नोच रहा है।
दढ़ियल, दाढ़ीवाला