ଅର୍ଥ : ରାଜନୀତିରେ ଶତ୍ରୁ-ପକ୍ଷର ଲୋକଙ୍କୁ ଧନଦ୍ୱାରା ବଶ କରିବା ନୀତି
ଉଦାହରଣ :
ସେ ଦାମ ନୀତିଦ୍ୱାରା ଶତ୍ରୁପକ୍ଷର କିଛି ସଦସ୍ୟଙ୍କୁ ନିଜ ଆଡ଼େ ମିଶାଇନେଲେ
ସମକକ୍ଷ :
ଦାମ
ଅନ୍ୟ ଭାଷାରେ ଅନୁବାଦ :
राजनीति में शत्रु-पक्ष के लोगों को धन द्वारा वश में करने की नीति।
उसने दामनीति द्वारा शत्रु पक्ष के कुछ सदस्यों को अपनी ओर मिला लिया।
दाम,
दामनीति