ଅର୍ଥ : ଉପଯୋଗ ବା ସେବନ ନ କରିବା (ଯାହା ଆଗରୁ କରାଯାଉଥିଲା)
ଉଦାହରଣ :
ମୋହନ ଦୁଇମାସ ପୂର୍ବରୁ ହିଁ ମଦ ପିଇବା ଛାଡ଼ିଦେଇଛି
ସମକକ୍ଷ : ଛାଡ଼ିଦେବା
ଅନ୍ୟ ଭାଷାରେ ଅନୁବାଦ :
उपयोग या सेवन न करना (जो पहले की जाती हो)।
मोहन ने दो महीने पहले ही शराब छोड़ी।ଅର୍ଥ : ବ୍ୟର୍ଥ ଜାଣି ବାହାର କରିବା
ଉଦାହରଣ :
ଦୀପାବଳୀ ପୂର୍ବରୁ ହିଁ ମୁଁ ଘରର ସମସ୍ତ ରଦ୍ଦି ଜିନିଷ ଫୋପାଡ଼ିଦେଇଛି
ସମକକ୍ଷ : ଫୋପାଡ଼ିଦେବା, ବର୍ଜନକରିବା
ଅନ୍ୟ ଭାଷାରେ ଅନୁବାଦ :