ଅର୍ଥ : ଯେଉଁ ସ୍ଥାନରୁ ତିନି ଆଡ଼କୁ ଯିବାପାଇଁ ରାସ୍ତା ଥାଏ
ଉଦାହରଣ :
ଏହି ତିନିଛକିରେ ତାଙ୍କ ଚା ଦୋକାନ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ତିନୋଟି ରାସ୍ତା ମିଳିଥିବା ସ୍ଥାନ
ଉଦାହରଣ :
ସେ ତ୍ରିଛକି ଉପରେ ଗୋଟିଏ ଛୋଟ ପାନ ଦୋକାନ ଖୋଲିଛି
ସମକକ୍ଷ : ତେଛକି, ତେମୁହାଣୀ, ତ୍ରିଛକି
ଅନ୍ୟ ଭାଷାରେ ଅନୁବାଦ :
वह स्थान जहाँ तीन रास्ते मिलते हैं।
उसने तिराहे पर एक छोटी पान की दुकान खोल रखी है।