ଅର୍ଥ : ଯେଉଁ ବାଡ଼ିରେ ନାଗରା ବଜାଯାଏ
ଉଦାହରଣ :
ମହେଶ କାଠିରେ ନାଗରା ବଜାଉ ଥିଲା
ସମକକ୍ଷ : ନାଗରାବଜା କାଠି
ଅନ୍ୟ ଭାଷାରେ ଅନୁବାଦ :
A stick used for playing a drum.
drumstickଅର୍ଥ : ଗୁଜୁରାଟର ଏକ ଜିଲ୍ଲା
ଉଦାହରଣ :
ଡାଙ୍ଗ ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟ ଆହବା ସହରରେ ଅବସ୍ଥିତ
ସମକକ୍ଷ : ଡାଙ୍ଗ ଜିଲ୍ଲା
ଅନ୍ୟ ଭାଷାରେ ଅନୁବାଦ :
A region marked off for administrative or other purposes.
district, dominion, territorial dominion, territory