ଅର୍ଥ : କାହାର ଚାପରେ ପଡ଼ି ତାର ଇଛା ଅନୁସାରେ କାର୍ଯ୍ୟ କରିବା ନିମନ୍ତେ ବାଧ୍ୟ ହେବା
ଉଦାହରଣ :
ସେ ଏହି ଅଞ୍ଚଳର ନାମୀ ବଦମାସ, ସେଥିପାଇଁ ସବୁ ଲୋକ ତା ଠାରେ ଦବି ରହିଥାନ୍ତି
ସମକକ୍ଷ : ଦବି ରହିବା
ଅନ୍ୟ ଭାଷାରେ ଅନୁବାଦ :
किसी के दबाव में पड़कर उसकी इच्छानुसार कार्य करने के लिए विवश होना।
वह इस इलाक़े का नामी बदमाश है, इसलिए सभी लोग उससे दबते हैं।ଅର୍ଥ : ଅନିଷ୍ଟ ବା ହାନି ଆଶଙ୍କାରେ ଆକୁଳ ହେବା
ଉଦାହରଣ :
ପରୀକ୍ଷାରେ ଅସଫଳ ହେବା ଚିନ୍ତାକରି ମୁଁ ଡରି ଯାଇଥିଲି
ସମକକ୍ଷ : ଭୟକରିବା, ଭୟଭୀତ ହେବା
ଅନ୍ୟ ଭାଷାରେ ଅନୁବାଦ :
Be afraid or feel anxious or apprehensive about a possible or probable situation or event.
I fear she might get aggressive.ଅର୍ଥ : ଡରି ଯିବା
ଉଦାହରଣ :
ଭୂତ କାହାଣୀ ଶୁଣି ସେ ଡରିଗଲା
ସମକକ୍ଷ : ଡରିଯିବା, ଭୟଭୀତ ହେବା, ଶଙ୍କା ପଶିବା, ଶଙ୍କିଯିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି କଥା ବା ଘଟଣାଆଦିକୁ ଡରିବା
ଉଦାହରଣ :
ଗାଁରେ ନରଭକ୍ଷୀ ବାଘ ଆସିବାର ଖବର ଶୁଣି ସବୁଲୋକ ଆତଙ୍କିତ ହୋଇଗଲେ
ସମକକ୍ଷ : ଆତଙ୍କିତ ହେବା, ଭୟଭୀତ ହେବା
ଅନ୍ୟ ଭାଷାରେ ଅନୁବାଦ :
किसी बात या घटना आदि से डरना या घबड़ा जाना।
गाँव में नरभक्षी शेर के आने की ख़बर सुनकर सभी लोग आतंकित हो गए हैं।Be overcome by a sudden fear.
The students panicked when told that final exams were less than a week away.ଅର୍ଥ : ଭୟ ବା ଦୁଃଖରେ ମନ ଚଞ୍ଚଳ ହେବା
ଉଦାହରଣ :
କୌଣସି ଅନିଷ୍ଟ ଆଶଙ୍କାରେ ମନ ଆତଙ୍କିତ ହେଉଛି
ସମକକ୍ଷ : ଆତଙ୍କିତ ହେବା, ଆଶଙ୍କିତ ହେବା, ହଡ଼ବଡ଼େଇଯିବା
ଅନ୍ୟ ଭାଷାରେ ଅନୁବାଦ :
Be overcome by a sudden fear.
The students panicked when told that final exams were less than a week away.