ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ବାଣଆଦି ଫୁଟାଇବାରୁ ହେଉଥିବା ଶବ୍ଦ
ଉଦାହରଣ : ଫୋଟକାବାଣର ନାସି ଜଳେଇବା କ୍ଷଣି ଢୋ ଢା ଶବ୍ଦ ହେଲା
ସମକକ୍ଷ : ଠୋ ଠା ଶବ୍ଦ, ଢୋ ଢା, ଢୋ ଢା ଶବ୍ଦ
ଅନ୍ୟ ଭାଷାରେ ଅନୁବାଦ :हिन्दी English
पटाकों आदि के फूटने से होनेवाला शब्द।
The sharp sound of snapping noises.
ସଂସ୍ଥାପନ କରନ୍ତୁ