ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଠେଙ୍ଗାଚାଳକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଠେଙ୍ଗାଚାଳକ   ବିଶେଷଣ

ଅର୍ଥ : ଲାଠି ଚାଳନା କରୁଥିବା ଲୋକ

ଉଦାହରଣ : ଜମିଦାର ଲାଠିଚାଳକ ଲୋକମାନଙ୍କୁ ଖଜଣା ଆଦାୟ କରିବାପାଇଁ ପଠାଇଛନ୍ତି

ସମକକ୍ଷ : ଠେଙ୍ଗୁଆଳ, ଲାଠିଆଳ, ଲାଠିଚାଳକ


ଅନ୍ୟ ଭାଷାରେ ଅନୁବାଦ :

लट्ठ मारने वाला।

जमींदार ने लठैत व्यक्तियों को कर वसूलने भेजा है।
लट्ठमार, लठमार, लठैत