ଅର୍ଥ : ଟେଲିଗ୍ରାଫ୍ ବା ଟେଲିଫୋନ୍ର ସିଗିନାଲ୍ ଗ୍ରହଣ କରିପାରୁଥିବା ତାର
ଉଦାହରଣ :
ଏଠାରେ ଟେଲିଫୋନ୍ ଲାଇନ୍ ମାଟି ତଳେ ବିଛାଇ ଦିଆଯାଇଛି
ସମକକ୍ଷ : ଟେଲିଫୋନ୍ ତାର, ଟେଲିଫୋନ୍ ଲାଇନ୍, ଫୋନ୍ ଲାଇନ୍
ଅନ୍ୟ ଭାଷାରେ ଅନୁବାଦ :
वह तार जो टेलिग्राफ़ या टेलिफ़ोन सिगनल ले जाता है।
यहाँ टेलिफ़ोन लाइन को ज़मीन के अंदर बिछाया गया है।The wire that carries telegraph and telephone signals.
telegraph line, telegraph wire, telephone line, telephone wire