ଅର୍ଥ : ଟାଣିବାର କ୍ରିୟା
ଉଦାହରଣ :
ଟାଣିବା ହେତୁ ଏହି ତାରର ଦୈର୍ଘ୍ୟ ବଢ଼ିଯାଇଛି
ଅର୍ଥ : ଚିହ୍ନ ବା ଦାଗରେ ରୂପ ବନାଇବା
ଉଦାହରଣ :
ସେ ଘରର ନକ୍ସା ଟାଣୁଛି
ସମକକ୍ଷ : ଖିଞ୍ଚିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି ବସ୍ତୁକୁ ତାର ପୂରା ଲମ୍ବା ବା ଚଉଡ଼ା ପର୍ଯ୍ୟନ୍ତ ବଢ଼େଇବା
ଉଦାହରଣ :
ଶିକାରୀ ଧନୁର ଡୋରକୁ ଟାଣୁଛି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ରଗଡ଼ିବା ଭଳି ଘୋଷାଡ଼ିବା
ଉଦାହରଣ :
ସେ ଟେବୁଲ୍ରେ ଥିବା ବହିକୁ ମୋ ଆଡ଼କୁ ଟାଣିଲେ
ଅନ୍ୟ ଭାଷାରେ ଅନୁବାଦ :
Pull, as against a resistance.
He dragged the big suitcase behind him.ଅର୍ଥ : କୌଣସି ବସ୍ତୁ, ବ୍ୟକ୍ତିଆଦିକୁ କୌଣସି ବସ୍ତୁ, ବ୍ୟକ୍ତିଆଦିଦ୍ୱାରା ନିଜ ଶକ୍ତି ବା ପ୍ରେରଣାରେ ନିଜ ପାଖକୁ ଆକର୍ଷିତ କରିବା
ଉଦାହରଣ :
ଭଗବାନ ରାମଙ୍କର ରୂପ ସବୁ ମିଥିଳାବାସୀଙ୍କୁ ଆକର୍ଷିତ କରୁଥିଲା
ସମକକ୍ଷ : ଆକର୍ଷିତ କରିବା, ଆକୃଷ୍ଟ କରିବା, ଲୋଭାନ୍ୱିତ କରିବା
ଅନ୍ୟ ଭାଷାରେ ଅନୁବାଦ :
किसी वस्तु, व्यक्ति आदि को किसी वस्तु, व्यक्ति आदि के द्वारा अपनी शक्ति या प्रेरणा से अपने पास लाना।
भगवान राम का रूप सभी मिथिलावासियों को आकर्षित कर रहा था।Direct toward itself or oneself by means of some psychological power or physical attributes.
Her good looks attract the stares of many men.ଅର୍ଥ : କାହାରିକୁ ଆସ୍ତେଆସ୍ତେ ଯିବାରେ ପ୍ରବୃତ୍ତ କରିବା
ଉଦାହରଣ :
ବୁଢାବାପାଙ୍କ ଖଟକୁ ପୁଅ ଖରାକୁ ଘୁଞ୍ଚେଇଲା
ସମକକ୍ଷ : ଘୁଞ୍ଚେଇବା, ଘୋଷାରିନେବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କାହାକୁ କୌଣସି କାମରେ ଜବରଦସ୍ତି ଜୋଡିବା
ଉଦାହରଣ :
ମୋ ମନ ନ ଥିଲେ ବି ରାମ ମୋତେ ଏହି କାମ କରିବା ପାଇଁ ଟାଣିଲା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଜଳ ବା ଆଦ୍ରତାଆଦିକୁ ଶୋଷଣ କରିବା
ଉଦାହରଣ :
ବୃକ୍ଷ ପୃଥିବୀରୁ ଜଳଆଦି ଶୋଷଣ କରେ
ସମକକ୍ଷ : ଅବଶୋଷିତ କରିବା, ପିଇବା, ଶୋଷଣ କରିବା
ଅନ୍ୟ ଭାଷାରେ ଅନୁବାଦ :