ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଇଟା ବା ପଥରର ଛୋଟ ଖଣ୍ଡ
ଉଦାହରଣ : ପିଲାଟି ଝିଙ୍କର ଉଠେଇ ଗଡ଼ିଆକୁ ଫୋପାଡ଼ୁଥିଲା
ସମକକ୍ଷ : ଟେକା, ଢେଲା
ଅନ୍ୟ ଭାଷାରେ ଅନୁବାଦ :हिन्दी English
ईंट या पत्थर का छोटा टुकड़ा।
A fragment of brick used as a weapon.
ସଂସ୍ଥାପନ କରନ୍ତୁ