ଅର୍ଥ : ଏକ ପ୍ରକାରର ବାଦ୍ୟ ଯାହା ଜଳପୂର୍ଣ୍ଣ ଧାତୁ ବା ଚୀନା ମାଟିର ତାଟିଆରେ ଆଘାତ କରି ବାଦନ କରାଯାଏ
ଉଦାହରଣ :
ସେ ଜଳତରଙ୍ଗ ବାଦନ ଶିକ୍ଷା କରୁଛି
ଅନ୍ୟ ଭାଷାରେ ଅନୁବାଦ :
एक प्रकार का बाजा जो जल से भरी धातु या चीनी मिट्टी की कटोरियों पर आघात करके बजाया जाता है।
वह जलतरंग बजाना सीख रहा है।