ଅର୍ଥ : ଗର୍ଭରୁ ପିଲା ପ୍ରସବ ହେବା
ଉଦାହରଣ :
ସେ ସାତଟି ପିଲା ଜନ୍ମ କଲା କିନ୍ତୁ ଗୋଟିଏ ବି ସୁପାତ୍ର ହେଲା ନାହିଁ
ସମକକ୍ଷ : ଉତ୍ପନ୍ନ କରିବା, ଜନ୍ମ ଦେବା, ପ୍ରସବ କରିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ପଶୁମାନଙ୍କ ଗର୍ଭରୁ ଛୁଆ ବାହାରିବା ବା ଉତ୍ପନ୍ନ କରିବା
ଉଦାହରଣ :
ସକାଳୁ ସକାଳୁ ହିଁ ଗାଈଟି ଭଲ ବାଛୁରିଟିଏ ଜନ୍ମକରିଛି
ସମକକ୍ଷ : ଜନ୍ମଦେବା, ବାଛୁରି ପକେଇଛି, ବେଇଛି
ଅନ୍ୟ ଭାଷାରେ ଅନୁବାଦ :