ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯାହାଙ୍କ ହାତରେ ଛଅଟି ଆଙ୍ଗୁଳି ଅଛି
ଉଦାହରଣ : ଶ୍ୟାମର ଡାହାଣ ହାତରେ ଛଅଟି ଆଙ୍ଗୁଳି ଥିବା କାରଣରୁ ଲୋକେ ତାକୁ ଛଅଆଙ୍ଗୁଳିଆ କହି ଡାକନ୍ତି
ସମକକ୍ଷ : ଛ’ଆଙ୍ଗୁଳିଆ
ଅନ୍ୟ ଭାଷାରେ ଅନୁବାଦ :हिन्दी English
वह जिसके हाथ में छह उँगलियाँ हों।
A human being.
ସଂସ୍ଥାପନ କରନ୍ତୁ