ଅର୍ଥ : କୌଣସି ବ୍ୟକ୍ତିର ଚେହେରାରୁ ପ୍ରକଟ ହେଉଥିବା ଭାବ
ଉଦାହରଣ :
ଆପଣଙ୍କ ହାବଭାବରୁ ଆପଣ ରାଗିଲା ଭଳି ଲାଗୁଛନ୍ତି
ସମକକ୍ଷ : ମୁଖମଣ୍ଡଳ, ମୁଖାଭିବ୍ୟକ୍ତି, ହାବଭାବ
ଅନ୍ୟ ଭାଷାରେ ଅନୁବାଦ :
किसी व्यक्ति के चेहरे से प्रकट होने वाला भाव।
आपकी शक्ल बता रही है कि आप गुस्से में हैं।The feelings expressed on a person's face.
A sad expression.ଅର୍ଥ : ଗଳାର ଉପର ଅଙ୍ଗର ମନ୍ୟ ଭାଗ
ଉଦାହରଣ :
ରାମର ମୁହଁ ଖୁସିରେ ଝଲକୁଥିଲା ଏ ପିଲାମାନଙ୍କ ମୁହଁ ସମାନ ଦିଶୁଛି ଆପଣ ଟିକେ ମୁହଁରୁ ଓଢ଼ଣା ଉଠାନ୍ତୁ
ସମକକ୍ଷ : ଆନନ, ବଦନ, ମୁଖ ମଣ୍ଡଳ, ମୁହଁ
ଅନ୍ୟ ଭାଷାରେ ଅନୁବାଦ :
The front of the human head from the forehead to the chin and ear to ear.
He washed his face.ଅର୍ଥ : କୌଣସି ସ୍ତ୍ରୀଲୋକର (ଉତ୍କୃଷ୍ଟ) ଶାରୀରିକ ସୁନ୍ଦରତା
ଉଦାହରଣ :
ତାର ସୌନ୍ଦର୍ଯ୍ୟ ଅଦ୍ୱିତୀୟ
ସମକକ୍ଷ : ରୂପ, ସୌନ୍ଦର୍ଯ୍ୟ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଚେହେରା ବା ମୁଁହର ଆକୃତିରୁ ପ୍ରକଟ ହେଉଥିବା ମନର ଭାବ
ଉଦାହରଣ :
ବାପାଙ୍କ ଚେହେରା ଦେଖି ମୁଁ ଭୟଭୀତ ହୋଇଗଲି
ସମକକ୍ଷ : ଦୃଷ୍ଟିଭଙ୍ଗୀ, ମନୋବୃତ୍ତି, ହାବଭାବ
ଅନ୍ୟ ଭାଷାରେ ଅନୁବାଦ :
चेहरे या मुख की आकृति से प्रकट होने वाले मन के भाव।
पिताजी का रुख़ देखकर मैं सहम गई।