ଅର୍ଥ : ଲାକ୍ଷଣିକ ଅର୍ଥରେ ,କିଛି ଏପରି ଯୁକ୍ତି ଯେଉଁଥିନେଇ କୌଣସି ବାହାର ଲୋକ ପ୍ରାୟତଃ ଅସାବଧାନତାବଶତଃ ଧୋକା ଖାଏ
ଉଦାହରଣ :
ତୁମରି ଫାନ୍ଦରେ କେହିବି ଫସିଯିବ
ସମକକ୍ଷ : କୌଶଳ, ଜାଲ, ଫାନ୍ଦ, ଫାଶ
ଅନ୍ୟ ଭାଷାରେ ଅନୁବାଦ :
लाक्षणिक अर्थ में, कोई ऐसी युक्ति जिसके कारण कोई दूसरा व्यक्ति प्रायः असावधानी के कारण धोखा खाता हो।
तुम्हारे जाल में कोई भी फँस जाएगा।