ଅର୍ଥ : ବୁଦ୍ଧିମାନ ହେବାର ଅବସ୍ଥା ବା ଭାବ
ଉଦାହରଣ :
ସେ ନିଜର ବୁଦ୍ଧିମତ୍ତା ବଳରେ ହିଁ ଏହି କାମରେ ସଫଳ ହେଲେ
ସମକକ୍ଷ : ଚତୁରତା, ଚାତୁର୍ଯ୍ୟ, ଚାଲାକି, ବୁଦ୍ଧିକୌଶଳ, ବୁଦ୍ଧିମତ୍ତା
ଅନ୍ୟ ଭାଷାରେ ଅନୁବାଦ :
बुद्धिमान होने की अवस्था या भाव।
वह अपनी बुद्धिमत्ता से ही इस काम में सफल हुआ।ଅର୍ଥ : ଚତୁର ହେବାର ଅବସ୍ଥା,ଗୁଣ ବା ଭାବ
ଉଦାହରଣ :
ସେ ଚତୁରତା ସହ ଉତ୍ତର ଦେଲା
ସମକକ୍ଷ : ଚତୁର ପଣିଆ, ଚତୁରତା, ଚାତୁର୍ଯ୍ୟ, ଚାଲାକି
ଅନ୍ୟ ଭାଷାରେ ଅନୁବାଦ :
The intellectual ability to penetrate deeply into ideas.
astuteness, deepness, depth, profoundness, profundityଅର୍ଥ : ଛଇ ଦେଖାଇବା କାମ
ଉଦାହରଣ :
ଚାତୁରୀ ବନ୍ଦ କରି ପଢ଼ିବାପାଇଁ ବସିଯାଅ
ସମକକ୍ଷ : ଚାଲାଖି
ଅନ୍ୟ ଭାଷାରେ ଅନୁବାଦ :
नखरा दिखाने का काम।
नखरेबाजी बंद करो और पढ़ने बैठ जाओ।