ଅର୍ଥ : ଚଉଦ ମନୁଙ୍କ ମଧ୍ୟରୁ ଷଷ୍ଠ ମନୁ
ଉଦାହରଣ :
ଗୋଟିଏ କାହାଣୀ ଅନୁସାରେ ଚାକ୍ଷୁଷ ମନୁ ଚକ୍ଷୁଷଙ୍କ ପୁତ୍ର ଥିଲେ
ସମକକ୍ଷ : ଚାକ୍ଷୁଷ ମନୁ
ଅନ୍ୟ ଭାଷାରେ ଅନୁବାଦ :
An imaginary being of myth or fable.
mythical beingଅର୍ଥ : ଯେଉଁ ଜ୍ଞାନ ଆଖିଦ୍ୱାରା ପ୍ରାପ୍ତ ହୁଏ ବା ଯାହା ଆଖିକୁ ଦିଶେ
ଉଦାହରଣ :
ଆକାଶରେ ଦୃଶ୍ୟମାନ ତାରାଙ୍କ ସଂଖ୍ୟା ଅଗଣିତ
ସମକକ୍ଷ : ଦୃଶ୍ୟ, ଦୃଶ୍ୟମାନ, ଦୃଷ୍ଟିଗୋଚର, ଦେଖାଯାଉଥିବା
ଅନ୍ୟ ଭାଷାରେ ଅନୁବାଦ :