ଅର୍ଥ : ପୃଷ୍ଠ ବା ସ୍ତରକୁ ଦବାଇ ତଳଆଡ଼କୁ କରିବା
ଉଦାହରଣ :
ରାସ୍ତା ତିଆରି କରିବା ବେଳେ ମାଟି,ଗୋଡ଼ି,ପଥର ଆଦିକୁ ଛେଚାଯାଏ
ସମକକ୍ଷ :
କୁଟିବା, ଛେଚିବା, ବାଡ଼େଇବା
ଅନ୍ୟ ଭାଷାରେ ଅନୁବାଦ :
तल या सतह को दबाकर नीचे की ओर करना।
सड़क बनाते समय मिट्टी,गिट्टी,पत्थर आदि को धँसाते हैं।
धँसाना,
धाँसना
Cause to sink.
The Japanese sank American ships in Pearl Harbor.
sink