ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚନେଠ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚନେଠ   ବିଶେଷ୍ୟ

ଅର୍ଥ : ଯେଉଁ ଘାସରୁ ଗୋଟିଏ ବିଶେଷ ପ୍ରକାର ଔଷଧ ତିଆରି ହୁଏ

ଉଦାହରଣ : ଚନେଠ ଘାସରୁ ତିଆରି ଔଷଧ ପଶୁମାନଙ୍କୁ ଦିଆ ଯାଇଥାଏ

ସମକକ୍ଷ : ଚନେଠ ଘାସ


ଅନ୍ୟ ଭାଷାରେ ଅନୁବାଦ :

एक प्रकार की घास जिससे एक विशेष प्रकार की औषध बनती है।

चनेठ से बनी औषध पशुओं को दी जाती है।
चनेठ, चनेष्ठ

ଅର୍ଥ : ଏକ ବିଶେଷ ପ୍ରକାର ଘାସରୁ ତିଆରି ହେଉଥିବା ଏକ ପ୍ରକାର ଔଷଧ

ଉଦାହରଣ : କେତେକ ବିଶେଷ ରୋଗରେ ଗ୍ରସ୍ତ ପଶୁମାନଙ୍କୁ ଚନେଷ୍ଠ ଦିଆଯାଇଥାଏ

ସମକକ୍ଷ : ଚନେଷ୍ଠ


ଅନ୍ୟ ଭାଷାରେ ଅନୁବାଦ :

एक प्रकार की औषध जो एक विशेष प्रकार की घास से बनती है।

चनेष्ठ किसी विशेष रोग से ग्रस्त पशु को दिया जाता है।
चनेठ, चनेष्ठ