ଅର୍ଥ : ଯେଉଁ କୀଳକ ଉପରେ ଘୁରୁଥିବା ଚକ୍ର ଉପରେ କୁମ୍ଭାର ହାଣ୍ଡିମାଠିଆ ତିଆରି କରେ
ଉଦାହରଣ :
କୁମ୍ଭାର ହାଣ୍ଡିମାଠିଆ ତିଆରି କରିବାପାଇଁ କୁମ୍ଭାରଚକକୁ ଘୁରାଇଲା
ସମକକ୍ଷ : କୁମ୍ଭାର ଚକ
ଅନ୍ୟ ଭାଷାରେ ଅନୁବାଦ :
कील पर घूमने वाला वह चक्र जिस पर कुम्हार बर्तन बनाते हैं।
कुम्हार ने बर्तन बनाने के लिए चाक को घुमाया।A horizontal rotating wheel holding the clay being shaped by a potter.
The potter's wheel was invented in Asia Minor around 6500 BC.ଅର୍ଥ : ଏକ କୀଳକକୁ ଆଧାର କରି ଘୁରୁଥିବା ଗୋଲାକାର ବସ୍ତୁ
ଉଦାହରଣ :
ଚକ୍ରଟି ତା ଆଧାରରୁ ବାହାରି ଦୂରରେ ପଡ଼ିଲା
ସମକକ୍ଷ : ଚକ୍ର
ଅନ୍ୟ ଭାଷାରେ ଅନୁବାଦ :
A conical child's plaything tapering to a steel point on which it can be made to spin.
He got a bright red top and string for his birthday.ଅର୍ଥ : ଫସଲ ଉତ୍ପନ୍ନ କରିବା ନିମନ୍ତେ ହିଡ଼ଦ୍ୱାରା ଘେରା ହୋଇଥିବା ବୁଣା ଜାଗା ବା ଚାଷ ଜମି
ଉଦାହରଣ :
ଏହି ଖେତରେ ପ୍ରଚୁର ଫଳେ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଗାଡିର ଚକ ଭଳି ଦିଶୁଥିବା ଯେଉଁ ଗୋଲାକାର ଜିନିଷଟି ପ୍ରାୟ ଘୁରୁଥାଏ କିମ୍ବା ଯାହାକୁ ଘୁରାଇବାପାଇଁ ତିଆରି କରାଯାଇଅଛି ବା ଯାହା ଦେଖିବାକୁ ଗାଡି ଚକ ପରି
ଉଦାହରଣ :
କୁମ୍ଭାର ଚକ ଏକ ପ୍ରକାରର ଚକ୍ର
ସମକକ୍ଷ : ଚକ୍ର
ଅନ୍ୟ ଭାଷାରେ ଅନୁବାଦ :
A simple machine consisting of a circular frame with spokes (or a solid disc) that can rotate on a shaft or axle (as in vehicles or other machines).
wheelଅର୍ଥ : କାଠ,ଲୁହା ଆଦିର ଗୋଲାକାର ଛାଞ୍ଚ ଯାହା ଛଡଖଣ୍ଡ ଆଦିଦ୍ବାରା ଚକ୍ରର କେନ୍ଦ୍ର ଠାରେ ବନ୍ଧା ହୋଇଥାଏ ଏବଂ କୌଣସି ଅକ୍ଷ ବା ଅଖକୁ କେନ୍ଦ୍ର କରି ତାହାର ଚାରି ପଟେ ଘୁରେ ତଥା ଯାନ,ରଥ ଆଦିକୁ ଆଗକୁ ଠେଲି ନିଏ
ଉଦାହରଣ :
ପିଲାମାନେ ଚକରେ ଝୁଲୁଛନ୍ତି
ଅନ୍ୟ ଭାଷାରେ ଅନୁବାଦ :
लकड़ी, लोहे आदि का गोलाकार ढाँचा जो छड़ों तीलियों आदि द्वारा चक्र के केंद्र पर कसा रहता है और किसी अक्ष या धुरे को केन्द्र बनाकर उसके चारों ओर घूमता तथा यान, रथ आदि को आगे खींचता चलता है।
बच्चे चक्कर में झुल रहे हैं।A simple machine consisting of a circular frame with spokes (or a solid disc) that can rotate on a shaft or axle (as in vehicles or other machines).
wheel