ଅର୍ଥ : କାହାରି ରହିବାପାଇଁ ଘର ଯୋଗାଇ ଦେବା
ଉଦାହରଣ :
ସରକାର ସହର ବାହାରେ ଏକ କଲୋନୀରେ ବାସହୀନମାନଙ୍କୁ ଘର ଦେଉଛନ୍ତି
ସମକକ୍ଷ : ବାସଗୃହ ଦେବା
ଅନ୍ୟ ଭାଷାରେ ଅନୁବାଦ :
Provide housing for.
The immigrants were housed in a new development outside the town.