ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ତୂରୀ ଭଳି ଏକ ବଡ଼ ବାଦ୍ୟ
ଉଦାହରଣ : ସିଙ୍ଗାର ଶବ୍ଦ ବହୁଦୂର ପର୍ଯ୍ୟନ୍ତ ଶୁଣାଯାଇଥାଏ
ସମକକ୍ଷ : ନରସିଂଗା, ନରସିଂହ, ନରସିଙ୍ଗା, ନରସିଙ୍ଘା, ସିଙ୍ଗା
ଅନ୍ୟ ଭାଷାରେ ଅନୁବାଦ :हिन्दी
तुरही की तरह का एक बड़ा बाजा।
ଅର୍ଥ : ଗଙ୍ଗୋତ୍ରୀରେ ଗାଈମୁହଁ ପରି ଦିଶୁଥିବା ସ୍ଥାନ ଯେଉଁଠାରୁ ଗଙ୍ଗାର ସୃଷ୍ଟି ହୋଇଛି
ଉଦାହରଣ : ଗଙ୍ଗାର ଧାରା ସବୁବେଳେ ଗୋମୁଖୀରୁ ପ୍ରବାହିତ ହେଉଛି
ସମକକ୍ଷ : ଗୋମୁଖୀ
गंगोत्री में गाय के मुख के समान वह स्थान जिसमें से गंगा का उद्गम होता है।
ଅର୍ଥ : ଗୋଟିଏ ଶଙ୍ଖ ଯାହାର ଆକାର ଗାଈମୁହଁ ପରି
ଉଦାହରଣ : ପୁଜାରୀ ଗୋମୁଖ ବଜାଉଛନ୍ତି
गाय के मुख के आकार का एक शंख।
ଅର୍ଥ : ଯୋଗରେ ଏକ ଆସନ
ଉଦାହରଣ : ଯୋଗୀ ଗୋମୁଖରେ ବସିଛନ୍ତି
ସମକକ୍ଷ : ଗୋମୁଖାସନ
योग में एक आसन।
ସଂସ୍ଥାପନ କରନ୍ତୁ