ଅର୍ଥ : ଯେ କୌଣସି କଥା ଅଥବା ବସ୍ତୁର ଅନୁସନ୍ଧାନ କରେ
ଉଦାହରଣ :
ଅନ୍ତତଃ ଅନୁସନ୍ଧାନକାରୀଙ୍କ ଦଳ ହତ୍ୟାକାରୀର ସନ୍ଧାନ ପାଇଗଲେ
ସମକକ୍ଷ : ଅନୁସନ୍ଧାନକାରୀ, ଗୋଏନ୍ଦା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଗୁପ୍ତରେ କୌଣସି ଖବର ସନ୍ଧାନ କରୁଥିବା ବ୍ୟକ୍ତି
ଉଦାହରଣ :
ଗୁପ୍ତଚରଙ୍କ ସୂଚନା ଅନୁସାରେ ନକଲି ନୋଟ୍ ଛାପୁଥିବା ଗୋଟିଏ ଦଳକୁ ପୋଲିସ୍ ଧରିଛନ୍ତି
ଅନ୍ୟ ଭାଷାରେ ଅନୁବାଦ :