ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୌଣସି ଜିନିଷକୁ ଚାରିଆଡ଼ୁ ଘେରିଥିବା କୌଣସି ରେଖା ବା କୌଣସି ଜିନିଷଆଦି
ଉଦାହରଣ : ସେ ଖେତର ଚାରିଆଡ଼େ ବାଡ଼ ବୁଜି ଦେଇଛି ଅବରୋଧ ଭାଙ୍ଗି ଚୋର ପରିସର ମଧ୍ୟକୁ ପଶି ଆସିଲା
ସମକକ୍ଷ : ଅବରୋଧ, ଘେର, ଘେରଉ, ଘେରା, ପାଚେରୀ, ବାଡ଼, ହତା
ଅନ୍ୟ ଭାଷାରେ ଅନୁବାଦ :हिन्दी English
किसी चीज़ को चारों ओर से घेरने वाली कोई चीज़।
A barrier that serves to enclose an area.
ଅର୍ଥ : ଚାରି ପଟୁ ଘେରା ହୋଇଥିବା ବଡ଼ ପଡ଼ିଆ
ଉଦାହରଣ : ଗାଈ ଗେରଦରେ ଚରୁଛି
ସମକକ୍ଷ : ଆଖନ୍ଦ, ଘେରା, ହତା
ଅନ୍ୟ ଭାଷାରେ ଅନୁବାଦ :हिन्दी
चारों ओर से घिरा हुआ बड़ा मैदान।
ସଂସ୍ଥାପନ କରନ୍ତୁ