ଅର୍ଥ : ମଝିଲା ଆକାରର ଏକ ବୃକ୍ଷ ଯେଉଁଥିରେ ଛୋଟ ସୁଗନ୍ଧିତ ଫୁଲଫୁଟେ
ଉଦାହରଣ :
ଗଙ୍ଗଶିଉଳି ଫୁଲ ଫୁଟିଲାପରେ ମାଟିଉପରେ ଖସିପଡ଼େ
ସମକକ୍ଷ : ଶିଙ୍ଗାରହାର, ଶିଫାଳିକା, ଶେଫାଳି, ଶେଫାଳିକା
ଅନ୍ୟ ଭାଷାରେ ଅନୁବାଦ :
A tall perennial woody plant having a main trunk and branches forming a distinct elevated crown. Includes both gymnosperms and angiosperms.
treeଅର୍ଥ : ଗୋଟିଏ ସୁଗନ୍ଧିତ ଧଳାଫୁଲ ଯାହାର ଡେମ୍ଫ ନାରଙ୍ଗୀ ରଙ୍ଗର ହୋଇଥାଏ
ଉଦାହରଣ :
ଛୋଟ ଛୋଟ ପିଲାମାନେ ଫୁଲମାଳ ଗୁନ୍ଥିବାପାଇଁ ଶେଫାଳି ଫୁଲ ଗୋଟାଉଥିଲେ
ସମକକ୍ଷ : ଶିଙ୍ଗାରହାର, ଶିଫାଳିକା, ଶେଫାଳି, ଶେଫାଳିକା
ଅନ୍ୟ ଭାଷାରେ ଅନୁବାଦ :