ଅର୍ଥ : ଏକ ପ୍ରକାର ମଇଁଷି
ଉଦାହରଣ :
କ୍ୱାଇକାମ ମଇଁଷି ଉତ୍ତର ଥାଇଲାଣ୍ଡରେ ମିଳେ ଓ ଏହା ଦେଖିବାକୁ ମାଟିଆ ରଙ୍ଗର
ସମକକ୍ଷ : କ୍ୱାଇକାମ ମଇଁଷି
ଅନ୍ୟ ଭାଷାରେ ଅନୁବାଦ :
एक प्रकार की भैंस।
क्वाइकाम उत्तर थाइलैंड में पायी जाती है और भूरे रंग की होती है।