ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କ୍ୟାଥୋଲିକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କ୍ୟାଥୋଲିକ   ବିଶେଷ୍ୟ

ଅର୍ଥ : କ୍ୟାଥୋଲିକ ମତକୁ ମାନିବା ବାଲା ଖ୍ରୀଷ୍ଟିୟାନ

ଉଦାହରଣ : ଗୁଜୁରାଟର କ୍ୟାଥୋଲିକ ବର୍ତ୍ତମାନ ସରକାରଙ୍କର ବିରୋଧୀ


ଅନ୍ୟ ଭାଷାରେ ଅନୁବାଦ :

कैथोलिक मत को मामने वाले ईसाई।

गुजरात के कैथोलिक वर्तमान सरकार के विरोधी हैं।
कैथोलिक

A member of a Catholic church.

catholic

କ୍ୟାଥୋଲିକ   ବିଶେଷଣ

ଅର୍ଥ : କ୍ୟାଥୋଲିକ ମତ ସଂବନ୍ଧିତ ବା କ୍ୟାଥୋଲିକ ସଂବନ୍ଧିତ

ଉଦାହରଣ : ପୋପ ସମସ୍ତ ୟୁରୋପର କ୍ୟାଥୋଲିକ ଧର୍ମାବଲମ୍ବୀମାନଙ୍କର ପୂଜ୍ଜନୀୟ ଗୁରୁ ଥିଲେ


ଅନ୍ୟ ଭାଷାରେ ଅନୁବାଦ :

कैथोलिक मत से संबंधित या कैथोलिक संबंधित।

पोप समस्त यूरोप के कैथोलिक धर्मावलंबियों के पूज्यनीय गुरु थे।
कैथोलिक

Of or relating to or supporting Catholicism.

The Catholic Church.
catholic