ଅର୍ଥ : ଯାହାକୁ ଅଧିକାର ମିଳିଛି
ଉଦାହରଣ :
ସରକାରଙ୍କ ପ୍ରାଧିକୃତ ନୀତିକୁ କାର୍ଯ୍ୟକାରୀ କରାଯିବା ଆବଶ୍ୟକ
ଅନ୍ୟ ଭାଷାରେ ଅନୁବାଦ :
Sanctioned by established authority.
An authoritative communique.ଅର୍ଥ : ଯେଉଁଥିରେ କ୍ଷମତା ଅଛି
ଉଦାହରଣ :
ମୁଁ ଏହି କାମ କରିବା ନିମନ୍ତେ କ୍ଷମତାପ୍ରାପ୍ତ
ସମକକ୍ଷ : କ୍ଷମତାବାନ, କ୍ଷମତାଶାଳୀ, ସକ୍ଷମ, ସମର୍ଥ
ଅନ୍ୟ ଭାଷାରେ ଅନୁବାଦ :
जिसके पास कुछ करने के लिए आवश्यक साधन, कौशल, जानकारी, शक्ति या क्षमता हो।
मैं यह काम करने के लिए सक्षम हूँ।Having inherent physical or mental ability or capacity.
Able to learn.