ଅର୍ଥ : ଚାରିପଟରେ କାନ୍ଥଦ୍ୱାରା ଘେରା ଏବଂ ଛାଉଣି ହୋଇଥିବା ଘରର ଛୋଟ ଅଂଶ
ଉଦାହରଣ :
ମୋ କୋଠରୀ ଦ୍ୱିତୀୟ ମହଲାରେ
ଅନ୍ୟ ଭାଷାରେ ଅନୁବାଦ :
An area within a building enclosed by walls and floor and ceiling.
The rooms were very small but they had a nice view.ଅର୍ଥ : ରେଖାଆଦି ଦ୍ୱାରା ଘେରା ହୋଇଥିବା ସ୍ଥାନ
ଉଦାହରଣ :
ସେ ନିଜ ଉତ୍ତରଖାତାରେ କୋଠରୀ ତିଆରି କରୁଛି
ସମକକ୍ଷ : ଚାରିକୋଣିଆ ଘରର ଚିତ୍ର
ଅନ୍ୟ ଭାଷାରେ ଅନୁବାଦ :