ଅର୍ଥ : ମିଛିମିଛିକା ବା ଦେଖେଇହେବା କାନ୍ଦଣା
ଉଦାହରଣ :
କଥା କଥାକେ କୁମ୍ଭୀର କାନ୍ଦଣା କାନ୍ଦିବା ଯେ କେହି ତୁମ ନିକଟରୁ ଶିଖିବ
ସମକକ୍ଷ : ଦେଖେଇହେବା କାନ୍ଦଣା
ଅନ୍ୟ ଭାଷାରେ ଅନୁବାଦ :
झूठमूठ के आँसू या दिखावटी आँसू।
बात-बात पर मगरमच्छी आँसू बहाना कोई तुमसे सीखे।ଅର୍ଥ : ଉପରକୁ ଦେଖାଯାଉଥିବା
ଉଦାହରଣ :
ରାମୁ ଏବଂ ମୋହନଙ୍କ ସଂପର୍କ ଦେଖାସୁନ୍ଦର କିଛିଲୋକ କୁମ୍ଭୀର କାନ୍ଦଣା କାନ୍ଦନ୍ତି
ସମକକ୍ଷ : ଦେଖାସୁନ୍ଦର
ଅନ୍ୟ ଭାଷାରେ ଅନୁବାଦ :
Lacking substance or vitality as if produced by painting.
In public he wore a painted smile.