ଅର୍ଥ : ବାଇଶଟି ମାତ୍ରାର ଗୋଟିଏ ଛାନ୍ଦ
ଉଦାହରଣ :
କୁଣ୍ଡଳରେ ବାରତମ ଏବଂ ଦଶମରେ ବିରାମ ଥାଏ ଏବଂ ଶେଷରେ ଦୁଇଟି ଗୁରୁ ଥାଏ
ସମକକ୍ଷ : କୁଣ୍ଡଳ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କାନରେ ପିନ୍ଧା ଯାଉଥିବା ଏକ ବଡ଼ ଗୋଲ ଗହଣା
ଉଦାହରଣ :
ଗୀତା କୁଣ୍ଡଳ ପିନ୍ଧିଛି
ସମକକ୍ଷ : କର୍ଣ୍ଣକୁଂଡଳ, କର୍ଣ୍ଣକୁଣ୍ଡଳ, କୁଣ୍ଡଳ
ଅନ୍ୟ ଭାଷାରେ ଅନୁବାଦ :
कान में पहनने का एक बड़ा गोल गहना।
गीता कर्णकुंडल पहनी हुई है।Jewelry to ornament the ear. Usually clipped to the earlobe or fastened through a hole in the lobe.
earring