ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କାରୁକାର୍ଯ୍ୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କାରୁକାର୍ଯ୍ୟ   ବିଶେଷ୍ୟ

ଅର୍ଥ : ବସ୍ତ୍ର, କାନ୍ଥଆଦି ଉପରେ ତିଆରି ହୋଇଥିବା ଚିତ୍ର

ଉଦାହରଣ : ମନ୍ଦିରର କାନ୍ଥ ସୁନ୍ଦର ଚିତ୍ରକାରୀରେ ସଜ୍ଜିତ ହୋଇଛି

ସମକକ୍ଷ : ଚିତ୍ରକାରୀ


ଅନ୍ୟ ଭାଷାରେ ଅନୁବାଦ :

कपड़ों, दीवारों आदि पर बने बेल और बूटे।

मंदिर की दीवारें सुन्दर बेलबूटों से सजी हैं।
बेल-बूटा, बेलबूटा

A picture or design printed from an engraving.

print

ଅର୍ଥ : ଧାତୁ,ପଥର, କାଠ ଆଦିରେ ଖୋଦେଇକରି କମକୁଟ ଆଦି କରିବାର କାମ

ଉଦାହରଣ : ଏହି ମୂର୍ତ୍ତିକାର ବହୁତ ସୁନ୍ଦର କାରୁକାର୍ଯ୍ୟ କରନ୍ତି

ସମକକ୍ଷ : କମକୁଟ, ଡାଳି, ସୂକ୍ଷ୍ମକାମ


ଅନ୍ୟ ଭାଷାରେ ଅନୁବାଦ :

धातु, पत्थर, काठ आदि पर खोदकर बेल-बूटे आदि बनाने की क्रिया।

यह मूर्तिकार बहुत अच्छी नक्काशी करता है।
नक्क़ाशी, नक्काशी

ଅର୍ଥ : ଧାତୁ, ପଥର, କାଠଆଦି ଉପରେ ଖୋଦନକରି ଅଙ୍କିତ କରିବାର କଳା

ଉଦାହରଣ : ବଢ଼େଇ ନିଜ ପୁଅକୁ କାରୁକାର୍ଯ୍ୟ ଶିଖାଉଛି

ସମକକ୍ଷ : କାରୁକଳା


ଅନ୍ୟ ଭାଷାରେ ଅନୁବାଦ :

धातु, पत्थर, काठ आदि पर खोदकर बेल-बूटे आदि बनाने की कला।

बढ़ई अपने लड़के को नक्काशी सिखा रहा है।
तक्ष, तक्ष कला, तक्ष-कर्म, तक्ष-कला, तक्षकर्म, तक्षकला, तक्षण, तक्षण कला, तक्षण-कला, तक्षणकला, नक्क़ाशी, नक्काशी

Creating figures or designs in three dimensions.

carving, sculpture

ଅର୍ଥ : ଧାତୁ, ପଥର, କାଠଆଦି ଉପରେ ଖୋଦନକରି ବନାଯାଉଥିବା ଅଙ୍କିତ ଚିତ୍ର

ଉଦାହରଣ : ଏହି ଚେୟାରର କାରୁକାର୍ଯ୍ୟ ବହୁତ ସୁନ୍ଦର

ସମକକ୍ଷ : ଚିତ୍ରକଳା


ଅନ୍ୟ ଭାଷାରେ ଅନୁବାଦ :

धातु, पत्थर, काठ आदि पर खोदकर बनाने हुए बेल-बूटे।

इस कुर्सी की नक्काशी बहुत सुन्दर है।
नक़्श, नक्क़ाशी, नक्काशी, नक्श

A sculpture created by removing material (as wood or ivory or stone) in order to create a desired shape.

carving

କାରୁକାର୍ଯ୍ୟ   ବିଶେଷଣ

ଅର୍ଥ : କାରୁକାର୍ଯ୍ୟ କରାଯାଇଥିବା

ଉଦାହରଣ : ଏହି ମନ୍ଦିର ଦ୍ୱାରରେ କାରୁକାର୍ଯ୍ୟ ହୋଇଛି


ଅନ୍ୟ ଭାଷାରେ ଅନୁବାଦ :

नक्काशी किया हुआ।

इस मंदिर की दीवारें नक्काशित हैं।
नक्क़ाशित, नक्काशित

Made for or formed by carving (`carven' is archaic or literary).

The carved fretwork.
An intricately carved door.
Stood as if carven from stone.
carved, carven