ଅର୍ଥ : ଋଣ ନେଇଥିବା ବ୍ୟକ୍ତି
ଉଦାହରଣ :
ବ୍ୟାଙ୍କ ପୁରୁଣା ଋଣକର୍ତ୍ତା ମାନଙ୍କୁ ଶୀଘ୍ର ଋଣ ପରିଶୋଧ କରିବା ପାଇଁ ନୋଟିସ୍ ଦେଇଛି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେ ଋଣ ନେଇଛି
ଉଦାହରଣ :
ବ୍ୟାଙ୍କ ଋଣୀ ବ୍ୟକ୍ତିମାନଙ୍କୁ ଶୀଘ୍ରଶୀଘ୍ର ଋଣ ଜମା କରିବା ନିମନ୍ତେ କହିଛି
ଅନ୍ୟ ଭାଷାରେ ଅନୁବାଦ :