ଅର୍ଥ : କାହାରିଠାରୁ କୌଣସି କଥାଆଦି ଗୋପନ ରଖିବା କ୍ରିୟା ବା ଭାବ
ଉଦାହରଣ :
ନିଜ ଲୋକଙ୍କ ଠାରେ କିଭଳି ଛଳନା କରାଯିବ?କପଟତା ବିନା ସେ ନିଜ କଥା କହି ବସିଲା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେଉଁ ଆଚରଣ ବା କାମଆଦିରେ ବାହ୍ୟ ଓ କୃତ୍ରିମ ଭାବ ରହିଥାଏ
ଉଦାହରଣ :
ସନ୍ଥ କବୀର ଭଣ୍ଡତା ଉପରେ ତୀକ୍ଷ୍ଣ ବ୍ୟଙ୍ଗ କରିଛନ୍ତି
ସମକକ୍ଷ : ଛଦ୍ମତା, ଛଳ କପଟ, ଛଳନା, ପ୍ରତାରଣା, ଭଣ୍ଡତା, ଶଠତା
ଅନ୍ୟ ଭାଷାରେ ଅନୁବାଦ :
वह आचरण, काम आदि जिसमें ऊपरी बनावट का भाव रहता है।
संत कबीर ने पाखंड पर तीखा व्यंग किया है।Pretending that something is the case in order to make a good impression.
They try to keep up appearances.