ଅର୍ଥ : ଅହଂକାର ଓ ଉଦ୍ଧତ ଭାବ
ଉଦାହରଣ :
ଶ୍ୟାମର ପିତା ପୁଲିସ୍ ବିଭାଗରେ କାମ କରୁଥିବାରୁ ତାର ଫୁଟାଣି ଖୁବ୍ ବେଶୀ
ସମକକ୍ଷ : ଅହଂକାର, ଉଦ୍ଧତାମି, ଗର୍ବ, ଫୁଟାଣି, ରୁକ୍ଷତା
ଅନ୍ୟ ଭାଷାରେ ଅନୁବାଦ :
हेकड़ या अक्खड़ होने का भाव।
श्याम के पिता पुलिस में हैं इसलिए वह हेकड़ी दिखाता है।Overbearing pride evidenced by a superior manner toward inferiors.
arrogance, haughtiness, hauteur, high-handedness, lordlinessଅର୍ଥ : ନିଜେ ନିଜକୁ ନିଜଠାରୁ ବହୁତ ଅଧିକ ଯୋଗ୍ୟ, ସମର୍ଥ ବା ବଢ଼ିକରି ବିଚାର କରିବା ଭାବ
ଉଦାହରଣ :
ଅହଂକାର ମଣିଷକୁ ନେଇ ଡୁବାଇ ଦିଏ କେଉଁ କଥାରୁ ତୁମର ଏ ଔଦ୍ଧତ୍ୟ !
ସମକକ୍ଷ : ଅହଂକାର, ଅହଂଭାବ, ଅହମିକା, ଗର୍ବ, ଦର୍ପ, ଦାମ୍ଭିକତା, ଧୃଷ୍ଟତା, ହାମବଡ଼ାପଣ
ଅନ୍ୟ ଭାଷାରେ ଅନୁବାଦ :
अपने आपको औरों से बहुत अधिक योग्य, समर्थ या बढ़कर समझने का भाव।
अहंकार आदमी को ले डूबता है।