ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ମିଶେଇ ଦିଆଯାଇଥିବା ବା ଏକାଠି କରାଯାଇଥିବା
ଉଦାହରଣ : ସେ ଏକ ବଡ଼ ସଂସ୍ଥା ଗଢ଼ିବାପାଇଁ ଛୋଟଛୋଟ ସଂସ୍ଥାଗୁଡ଼ିକୁ ଏକୀକୃତ କଲେ
ସମକକ୍ଷ : ଏକାକାର, ଏକୀଭୂତ
ଅନ୍ୟ ଭାଷାରେ ଅନୁବାଦ :हिन्दी English
मिलाया हुआ या एक में किया हुआ।
Formed or united into a whole.
ସଂସ୍ଥାପନ କରନ୍ତୁ