ଅର୍ଥ : ଯେଉଁ ବ୍ୟକ୍ତି କୌଣସି ସାହୁକାରଆଦିଙ୍କଠାରୁ କରଜ ନେଇଥାଏ
ଉଦାହରଣ :
ସାହୁକାର ନିଜ ଋଣଗ୍ରହୀତାମାନଙ୍କ ଘରକୁ ତାଗିଦା ପଠେଇଲା
ସମକକ୍ଷ :
ଋଣଗ୍ରାହୀ, ଖାତକ, ଦେଣାଦାର
ଅନ୍ୟ ଭାଷାରେ ଅନୁବାଦ :
वह व्यक्ति जिसने किसी साहूकार आदि से कर्ज लिया हो।
साहूकार ने अपने आसामियों के घर तगादा भिजवाया।
असामी,
आसामी