ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ବିବାହ ଅବସରରେ ବର ପକ୍ଷରୁ କନ୍ୟାକୁ ଦିଆଯାଉଥିବା ଗହଣା
ଉଦାହରଣ : ମୋ ଭଉଣୀ ପାଇଁ ଏକ ପାଛିଆ ଉପହାର ଆସିଥିଲା
ଅନ୍ୟ ଭାଷାରେ ଅନୁବାଦ :हिन्दी
विवाह के अवसर पर वर की ओर से वधू को दिए जाने वाले गहने।
ଅର୍ଥ : କୌଣସି ସମାରୋହରେ କିମ୍ବା କାହାକୁ ଦେଖାକରି ତାକୁ ଉପହାର ସ୍ୱରୂପ ଦିଆଯାଉଥିବା ବସ୍ତୁ
ଉଦାହରଣ : ଜନ୍ମଦିନରେ ତାକୁ ବହୁତ ଉପହାର ମିଳେ
ସମକକ୍ଷ : ଭେଟି
ଅନ୍ୟ ଭାଷାରେ ଅନୁବାଦ :हिन्दी English
वह वस्तु जो किसी समारोह में या किसी से मिलने पर उसको भेंट स्वरूप दी जाती है।
Something acquired without compensation.
ଅର୍ଥ : ଉପହାର ରୂପରେ ଦିଆ ବା ନିଆ ଯାଉଥିବା ଟଙ୍କା ବା ଜିନିଷ
ଉଦାହରଣ : କନ୍ୟାକୁ ସାତଟିମୁଦି ଏବଂ ପାଞ୍ଚ ହଜାର ଟଙ୍କା ଉପହାର ମିଳିଛି
सगुन के रूप में दी या ली जाने वाली राशि या वस्तु।
ସଂସ୍ଥାପନ କରନ୍ତୁ