ଅର୍ଥ : ଯେଉଁଥିରେ ଲାଭ ଅଛି ବା ଯାହା ଲାଭଦାୟକ
ଉଦାହରଣ :
ସରକାରଙ୍କଦ୍ୱାରା ଚାଲୁଥିବା କୃଷି ସମ୍ବନ୍ଧୀୟ ସମସ୍ତ ଯୋଜନା କୃଷକମାନଙ୍କ ନିମନ୍ତେ ଲାଭପ୍ରଦ ଠିକ୍ ସମୟରେ ଭୋଜନ କରିବା ସ୍ୱାସ୍ଥ୍ୟ ନିମନ୍ତେ ଲାଭପ୍ରଦ
ସମକକ୍ଷ : ଗୁଣକାରୀ, ଲାଭକର, ଲାଭକାରକ, ଲାଭଜନକ, ଲାଭଦାୟକ, ଲାଭପ୍ରଦ, ହିତକାରୀ
ଅନ୍ୟ ଭାଷାରେ ଅନୁବାଦ :
Giving an advantage.
A contract advantageous to our country.ଅର୍ଥ : ଯାହା କାମରେ ଲାଗେ ବା ଯାହାର ଉପଯୋଗ କରାଯାଏ
ଉଦାହରଣ :
ଗୁଡ଼ିଆ ମିଠେଇ ତିଆରିପାଇଁ ଆବଶ୍ୟକ ଜିନିଷର ତାଲିକା କଲା
ସମକକ୍ଷ : ଆବଶ୍ୟକ, ଆବଶ୍ୟକୀୟ, ଦରକାରୀ, ବ୍ୟବହୃତ
ଅନ୍ୟ ଭାଷାରେ ଅନୁବାଦ :
जो काम में लाया गया हो या जिसका उपयोग किया गया हो।
हलवाई ने मिठाई में प्रयुक्त चीज़ों की सूची बनाई।