ଅର୍ଥ : କୌଣସି ଉପକରଣର କିଛି ଅଂଶ
ଉଦାହରଣ :
କୌଣସି ବି ଉପକରଣ ଅଂଶ ଭାଙ୍ଗିଗଲେ ବା କୌଣସି ପ୍ରକାରେ ଖରାପ ହୋଇଗଲେ ସେ ଉପକରଣଟି ବେକାର ହୋଇଯାଏ
ସମକକ୍ଷ :
ଉପକରଣ ଅଂଶ
ଅନ୍ୟ ଭାଷାରେ ଅନୁବାଦ :
किसी उपकरण का कोई भाग।
कोई भी उपकरण भाग टूट जाने से या किसी भी प्रकार की ख़राबी आ जाने से उपकरण बेकार हो जाता है।
उपकरण भाग
Something less than the whole of a human artifact.
The rear part of the house.
Glue the two parts together.
part,
portion