ଅର୍ଥ : କ୍ରିକେଟ ଖେଳରେ ବ୍ୟବହାର କରାଯାଉଥିବା ତିନୋଟି ବାଡ଼ି ଓ ବଲ୍ ସମୂହ
ଉଦାହରଣ :
ଉଇକେଟ୍ରେ ବଲ୍ ବାଜିଲେ ବ୍ୟାଟସମ୍ୟାନ୍ ଖେଳରୁ ବାଦ୍ପଡ଼େ
ଅନ୍ୟ ଭାଷାରେ ଅନୁବାଦ :
क्रिकेट के खेल में उपयोग किए जाने वाले तीन डंडे और गुल्लियों का समूह।
विकेट से गुल्ली गिरने पर बल्लेबाज़ खेल से बाहर हो जाता है।Cricket equipment consisting of a set of three stumps topped by crosspieces. Used in playing cricket.
wicketଅର୍ଥ : କ୍ରିକେଟ ଖେଳରେ ବ୍ୟାଟିଙ୍ଗ କରୁଥିବା ପକ୍ଷର ଖେଳାଳୀ
ଉଦାହରଣ :
ଭାରତ ଚାରି ଉଇକେଟ୍ରେ ଏହି ମ୍ୟାଚ୍ ଜିତିଲା
ଅନ୍ୟ ଭାଷାରେ ଅନୁବାଦ :
क्रिकेट के खेल में बल्लेबाज़ी करने वाले पक्ष के किसी खिलाड़ी की बरख़ास्तगी।
भारत चार विकेट से यह मैच जीता।