ଅର୍ଥ : ଯେଉଁ ବଡ଼ ସରକାରୀ ଓକିଲ ରାଜକୀୟ ମକଦ୍ଦମାଗୁଡ଼ିକପାଇଁ ନିଯୁକ୍ତ ହୋଇଥାନ୍ତି
ଉଦାହରଣ :
ଏହି ମକଦ୍ଦମାର ନିଷ୍ପତ୍ତି ଓକିଲ ମହାସଚିବଙ୍କ ପକ୍ଷରେ ଯାଇଛି
ସମକକ୍ଷ : ଓକିଲମହାସଚିବ
ଅନ୍ୟ ଭାଷାରେ ଅନୁବାଦ :
वह बड़ा सरकारी वकील जो राजकीय मुकद्दमों की पैरवी के लिए नियुक्त होता है।
इस मुकद्दमे का फैसला महाधिवक्ता के पक्ष में गया है।A lawyer who pleads cases in court.
advocate, counsel, counsellor, counselor, counselor-at-law, pleader