ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆଭୁକ୍ତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆଭୁକ୍ତି   ବିଶେଷ୍ୟ

ଅର୍ଥ : ନିୟମାନୁଯାୟୀ ଯାହା ନିଜର ନୁହେଁ ଏଭଳି କୌଣସି ସୁଖ ବା ସୁବିଧା ଭୋଗର ବିଶେଷଅଧିକାର

ଉଦାହରଣ : ଆଭୁକ୍ତି ପ୍ରାପ୍ତ ଭଡାଟିଆ ଆଜି ମଧ୍ୟ ମାତ୍ର ଶହେ ଟଙ୍କା ଭଡା ଦେଉଛନ୍ତି

ସମକକ୍ଷ : ଆଭୋଗ


ଅନ୍ୟ ଭାଷାରେ ଅନୁବାଦ :

विधिक के क्षेत्र में, जो आपका नहीं हो ऐसे किसी सुख या सुभीते के भोग का विशेषाधिकार।

आभुक्ति प्राप्त किरायेदार आज भी मात्र सौ रूपए किराया देते हैं।
आभुक्ति, आभोग