ଅର୍ଥ : ରତ୍ନର ଚକ୍ମକ୍ ବା ଦୀପ୍ତି
ଉଦାହରଣ :
ହୀରାର ଚମକ୍ ଆଖିକୁ ଚମକାଇ ଦିଏ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଏକ ପ୍ରକାରର ପ୍ରକାଶ
ଉଦାହରଣ :
ତା’ ଚେହେରାର ଚମକ ସ୍ପଷ୍ଟ ଭାବେ ଝଲକୁଥିଲା
ସମକକ୍ଷ : ଉଜ୍ଜଳତା, କାନ୍ତି, ଚମକ, ଜ୍ୟୋତି, ତେଜ, ଦୀପ୍ତି, ଦ୍ୟୁତି, ପ୍ରଭା, ଭାସ, ରକ୍ତିମା
ଅନ୍ୟ ଭାଷାରେ ଅନୁବାଦ :
एक तरह का प्रकाश।
उसके चेहरे की चमक स्पष्ट झलक रही थी।