ଅର୍ଥ : ଯାହା ଆକର୍ଷିତ କରେ
ଉଦାହରଣ :
ଏହି ସହରର ମୁଖ୍ୟ ଆକର୍ଷଣ ହେଉଛି ଏଠାକାର ହ୍ରଦ
ଅନ୍ୟ ଭାଷାରେ ଅନୁବାଦ :
वह (कोई व्यक्ति, स्थान, वस्तु, घटना आदि) जो आकर्षित करे।
इस शहर का मुख्य आकर्षण यहाँ की झील है।ଅର୍ଥ : ତନ୍ତ୍ରଶାସ୍ତ୍ରର ଗୋଟିଏ ପ୍ରୟୋଗ
ଉଦାହରଣ :
ଆକର୍ଷଣ ବଳରେ ଦୂରର ପୁରୁଷ ବା ବସ୍ତୁ ନିକଟକୁ ଆସିଯାଏ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଏହି ଶକ୍ତି ଯାହା କାରଣରୁ କୌଣସି ବସ୍ତୁକୁ ଅନ୍ୟ ବସ୍ତୁ ବଳରେ ଟାଣି ଆଣାଯାଇପାରେ
ଉଦାହରଣ :
ଚୁମ୍ବକରେ ଆକର୍ଷଣ ଶକ୍ତି ଥାଏତା ଆଖିରେ ଆକର୍ଷଣ ଅଛି
ସମକକ୍ଷ : ଆକର୍ଷଣଶକ୍ତି
ଅନ୍ୟ ଭାଷାରେ ଅନୁବାଦ :
वह शक्ति जिसके कारण किसी वस्तु की ओर दूसरी वस्तु बलात् खिंच जाती है।
चुम्बक में आकर्षण होता है।