ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଘୋଡ଼ାର ଚାଲି
ଉଦାହରଣ : ଅଶ୍ୱାରୋହୀ ଅଶ୍ୱଗତି ବଢ଼ାଇବାକୁ ଚେଷ୍ଟା କରୁଛି
ଅନ୍ୟ ଭାଷାରେ ଅନୁବାଦ :हिन्दी English
घोड़े की चाल।
A horse's manner of moving.
ଅର୍ଥ : ଚିତ୍ରକାବ୍ୟର ଗୋଟିଏ ଚକ୍ର
ଉଦାହରଣ : ଅଶ୍ୱଗତି ଚଉଷଠୀ ପ୍ରକାର ହୋଇଥାଏ
ଅନ୍ୟ ଭାଷାରେ ଅନୁବାଦ :हिन्दी
चित्रकाव्य का एक चक्र।
ଅର୍ଥ : ଗୋଟିଏ ଛନ୍ଦ
ଉଦାହରଣ : ଅଶ୍ୱଗତିର ପ୍ରତ୍ୟେକ ପାଦରେ ପାଞ୍ଚଟି ଭଗଣ ଏବଂ ଗୋଟିଏ ଗୁରୁ ଥାଏ
एक छंद।
(prosody) a system of versification.
ସଂସ୍ଥାପନ କରନ୍ତୁ